ବୃଦ୍ଧି ହେଲା ମୋବାଇଲ ଏବଂ କମ୍ପ୍ୟୁଟର ଆସେସୋରିଜ୍ ଦର

in #steempress4 years ago


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଯୋଗୁଁ ଚାଇନାରୁ ଆସୁଥିବା ସାମଗ୍ରୀର ଯୋଗଣ ଉପରେ ପ୍ରତିବନ୍ଧକ ପାଇଁ ଘରୋଇ ବଜାରରେ ମୋବାଇଲ ଏବଂ କମ୍ପ୍ୟୁଟର ଆସେସୋରିଜ୍ ର ଦାମ୍ ବୃଦ୍ଧି ହୋଇଛି । କେବଳ ଏତିକି ନୁହେଁ କିଛି ଜିନିଷ ବଜାରରେ ଉପଲବ୍ଧ ନାହିଁ । ଏନେଇ ଆମଦାନୀ କରୁଥିବା ବ୍ୟକ୍ତିଙ୍କ କହିବାନୁଯାୟୀ, ଯଦି ମାର୍ଚ୍ଚ ୧୦ ସୁଦ୍ଧା ସାମଗ୍ରୀ ଯୋଗଣରେ କୌଣସି ପରିବର୍ତ୍ତନ ନହେଉଛି, ତେବେ ପରିସ୍ଥିତି ଖରାପ ହୋଇଯିବ ।

ହୁଏତ ଚୀନ ର କିଛି ସହରରେ ଆମଦାନୀ ସୀମିତ ସ୍ତରରେ ଆରମ୍ଭ ହୋଇଯାଇଛି । କିନ୍ତୁ ଏବେ ଘରୋଇ ଗ୍ରାହକଙ୍କ ସତର୍କତାର ଦାବି ଉପରେ ପ୍ରଭାବ ପଡିଛି । ସେହି ଅନୁଯାୟୀ ଏବେ ବଜାରରେ କମ୍ପ୍ୟୁଟର ଡିସପ୍ଲେ, ମାଉସ, କିବୋର୍ଡ, ବ୍ୟାଟ୍ରି, ଚାର୍ଜର ସମେତ ମୋବାଇଲ କଭର୍ସ, ସ୍କ୍ରନି ଗାର୍ଡ, ପାୱର ବ୍ୟାଙ୍କ, ଡାଟା କେବୁଲ, ଇୟର ଫୋନ୍, ଏବଂ ମେମୋରି କାର୍ଡର ଦାର ଦେଢ ଗୁଣା ବଢିଯାଇଛି ।

ବ୍ୟବସାୟୀଙ୍କ ମୁତାବକ, ଅଧିକତମ ସାମଗ୍ରୀ ଚାଇନାରୁ ଆସିଥାଏ ଏବ ଏବେ ଯୋଗାଣ ବନ୍ଦ ରହିଥିବା ଯୋଗୁଁ ସମସ୍ତ କମ୍ପ୍ୟୁଟର୍ସ ପାଟ୍ସ ଏବଂ ମୋବାଇଲ ଆସେସୋରିଜ୍ ର ଦାମ ୫୦ ପ୍ରତିଶତ ବଢିଯାଇଛି ।

Sort:  

Congratulations @amanprem! You have completed the following achievement on the Steem blockchain and have been rewarded with new badge(s) :

You published a post every day of the week

You can view your badges on your Steem Board and compare to others on the Steem Ranking
If you no longer want to receive notifications, reply to this comment with the word STOP

To support your work, I also upvoted your post!

Vote for @Steemitboard as a witness to get one more award and increased upvotes!

Coin Marketplace

STEEM 0.19
TRX 0.16
JST 0.032
BTC 64063.60
ETH 2742.49
USDT 1.00
SBD 2.67