ମାଛ , ଅଣ୍ଡା ଓ କୁକୁଡାରେ ନାହିଁ କରୋନା

in #steempress4 years ago


ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଥିବା ବେଳେ ଏବେ ଏହାର ସିଧା ପ୍ରଭାବ ପଡିଛି ଆମିଷ ଉପରେ । ଆମିଷ ବଜାର ଏବେ ପୁରା ଘାଟାରେ ଚାଲିଛି । ଏହି ମହାମାରୀକୁ ଏଡାଇବା ପାଇଁ ସାଧାରଣ ଲୋକ ଏବେ ଆମିଷ ବଜାରରୁ ନଜର ହଟେଇ ଦେଇଛନ୍ତି । ଯାହା ଫଳରେ ଏବେ ଶାଗ ମୁଗ ଦରରେ ବିକ୍ରି ହେଉଛି ଆମିଷ ।

ସବୁଠାରୁ ଏବେ ଅଧିକ ପ୍ରଭାବିତ ହୋଇଛି କୁକୁଡା ଚାଷ ଓ କୁକୁଡା ବ୍ୟବସାୟୀ । ଏଇ ୨ ସପ୍ତାହ ହେଲା କୁକୁଡା ମୂଲ୍ୟ ଗୋଟେ ଗୋଟେ ସ୍ଥାନରେ କେଜି ୩୦ ଟଙ୍କାରେ ମିଳୁଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି କୁକୁଡା ମାଶଂରେ କରୋନା ନାହିଁ । ମାଛ ଓ ମାଂସ ଖାଇଲେ କରୋନା ବ୍ୟାପୁଥିବା ଏହା ସମ୍ପୂର୍ଣ୍ଣ ଗୁଜବ ।

Coin Marketplace

STEEM 0.30
TRX 0.12
JST 0.034
BTC 64038.60
ETH 3148.89
USDT 1.00
SBD 3.97