ସାଧାରଣ ବଜେଟରେ ୩୦,୪୨,୨୩୦ କୋଟି ଟଙ୍କା ବ୍ୟୟବରାଦ, ଜାଣନ୍ତୁ କାହାକୁ କେତେ

in #steempress4 years ago (edited)


ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ମୋଟ ୩୦,୪୨,୨୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ କେତେ ଟଙ୍କା ଦେଇଛନ୍ତି ମୋଦି ସରକାର ।

କୃଷି ଓ କୃଷିଭିତ୍ତିକ କାର୍ୟ୍ୟକ୍ରମ ପାଇଁ - ୧,୫୪,୭୭୫
ପ୍ରତିରକ୍ଷା ପାଇଁ - ୩,୨୩,୦୫୩
ମୁଖ୍ୟ ସବସିଡ୍ ପାଇଁ - ୨,୨୭,୭୯୪
ଶିକ୍ଷା ପାଇଁ - ୯୯,୩୧୨
ସ୍ୱାସ୍ଥ୍ୟ ପାଇଁ - ୬୭,୪୮୪
ସୁଧ ପାଇଁ - ୭,୦୮,୨୦୩
ଗ୍ରାମୀଣ ବିକାଶ ପାଇଁ - ୧,୪୪,୮୧୭
ପରିବହନ ପାଇଁ - ୧,୬୯,୬୩୭
ଗୃହ ବ୍ୟାପାର ପାଇଁ - ୧,୧୪,୩୮୭
ରାଜ୍ୟର ଭାଗ ପାଇଁ - ୨,୦୦,୪୪୭
ଟିକସ ପ୍ରଶାସନ ପାଇଁ - ୧,୫୨,୯୬୨

ପେନସନ ପାଇଁ - ୨,୧୦,୬୮୨
ବାଣିଜ୍ୟ ଓ ଶିଳ୍ପ ପାଇଁ - ୨୭,୨୨୭
ପୂର୍ବୋତ୍ତର ରାଜ୍ୟର ବିକାଶ ପାଇଁ - ୩,୦୪୯
ଶକ୍ତି ପାଇଁ - ୪୨,୭୨୫
ବୈଦେଶିକ ବ୍ୟାପାର ପାଇଁ - ୧୭,୩୪୭
ଅର୍ଥ ପାଇଁ - ୪୧,୮୨୯
ଆଇଟି ଓ ଟେଲିକମ ପାଇଁ - ୫୯,୩୪୯
ଯୋଜନା ଓ ପରିସଂଖ୍ୟାନ ପାଇଁ - ୬,୦୯୪
ବିଜ୍ଞାନ ବିଭାଗ ପାଇଁ – ୩୦,୦୨୩
ସମାଜିକ କଲ୍ୟାଣ ପାଇଁ - ୫୩,୮୭୬
କେନ୍ଦ୍ରଶାସିତ ଅଞ୍ଚଳ ପାଇଁ - ୫୨,୮୬୪
ସହରାଞ୍ଚଳ ବିକାଶ ପାଇଁ - ୫୦,୦୪୦
ଅନ୍ୟାନ୍ୟ ଖର୍ଚ୍ଚ ପାଇଁ - ୮୪,୨୫୬
ବ୍ୟୟବରାଦ କରାଯାଇଛି ।

Coin Marketplace

STEEM 0.18
TRX 0.13
JST 0.028
BTC 57431.51
ETH 3085.99
USDT 1.00
SBD 2.35