ଜନତାଙ୍କୁ ନିଜ ରିପୋର୍ଟ କାର୍ଡ ଦେଖାଇବେ ଅପରାଜିତା

in #steempress6 years ago (edited)


ଭୁବନେଶ୍ୱର ( ଏଟିଆର ବ୍ୟୁରୋ) ଜନତାଙ୍କୁ ନିଜ ବର୍ଷକର କାର୍ଯ୍ୟର ରିପୋର୍ଟ କାର୍ଡ ଦେଖାଇବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ନିଜ ନିର୍ବାଚନ ମଣ୍ଡଳିର ଭୋଟରଙ୍କୁ ସେ ବର୍ଷକର ରିପୋର୍ଟ କାର୍ଡ ପ୍ରଦାନ କରିବେ । ନୂଆ ବର୍ଷ ଠାରୁ ଏମିତି ଏକ ସଂକଳ୍ପ ନେଇଛନ୍ତି ସାଂସଦ ଅପରାଜିତା

https://twitter.com/AprajitaSarangi/status/1212917516629970944?s=20

ଏହି ଅବସରରେ ସେ କହିଛନ୍ତି ଯେଉଁମାନେ ତାଙ୍କୁ ଭୋଟ ଦେଇ ଜିତାଇଛନ୍ତି ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ ରହିଛି । ତେଣୁ ସେ ନିଜର ବର୍ଷକର କାର୍ଯ୍ୟକ୍ରମର ରିପୋର୍ଟ ଦେବେ । ଏନେଇ ସେ ଆଜି ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

Coin Marketplace

STEEM 0.05
TRX 0.33
JST 0.080
BTC 63435.26
ETH 1684.80
USDT 1.00
SBD 0.41