ଭାରତୀୟ ସେନାରେ ସାମିଲ ହେଲା ଅସଲ୍ଟ ରାଇଫଲ, ନିପାତ ହେବ ଆତଙ୍କବାଦୀ

in #steempress7 years ago (edited)


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆତଙ୍କବାଦୀଙ୍କ ନିପାତ କରିବା ପାଇଁ ଭାରତୀୟ ଯବାନ ସମୁବେଳେ ସଜାଗ ହୋଇ ରହିଥାନ୍ତି । ଏହାସହିତ ଯବାନ ମାନଙ୍କ ଶକ୍ତିକୁ ମଜବୁତ କରିଥାଏ ସେମାନଙ୍କ ଅସ୍ତ୍ରଶସ୍ତ୍ର । ଏବେ ପୁଣି ଜାମ୍ମୁ-କାଶ୍ମୀର ଏବଂ ଖାସ୍ କରି କାଶ୍ମୀର ଘାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ନିପାତ କରିବା ପାଇଁ ଭାରତୀୟ ସେନାର ଶକ୍ତି ଆହୁରି ଦୃଢ ହୋଇଯାଇଛି ।

ଭାରତୀୟ ସେନାଙ୍କ ରିପୋର୍ଟ ମୁତାବକ, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଅଭିଯାନ ପାଇଁ ସେନାରେ ୧୦ ହଜାର ଅସଲ୍ଟ ରାଇଫଲର ପ୍ରଥମ ବ୍ୟାଚ୍ କୁ ସାମିଲ କରାଯାଇଛି । ।

ଭାରତ ତାର ଅଗ୍ରୀମ ପଂକ୍ତିର ସୈନିକଙ୍କୁ ଅଧିକ ସକ୍ଷମ ବନ୍ଧୁକର ପ୍ରଶିକ୍ଷଣ ପାଇଁ ଫାଷ୍ଟ ଟ୍ରାକ ପ୍ରକ୍ରିୟା ଅନୁସାରେ ୭୨,୪୦୦ ରାଇଫଲ ର ଆଦେଶ ଦେଇଛି ।

Coin Marketplace

STEEM 0.04
TRX 0.32
JST 0.077
BTC 63749.15
ETH 1664.34
USDT 1.00
SBD 0.41