ଏଣିକି ଅନଲାଇନରେ ହେବ OJEE ଟେଷ୍ଟ

in #steempress6 years ago


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି OJEE ଟେଷ୍ଟ ଅନଲାଇନରେ ହେବ । ଏନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ । ଏଣିକି କମ୍ପ୍ୟୁଟର ମାଧ୍ୟମରେ OJEE ଟେଷ୍ଟ କରାଯିବ । ସୂଚନାଯୋଗ୍ୟ ପୂର୍ବରୁ ଏହା ଅଫଲାଇନରେ ହେଉଥିଲା । ଯାହାଫଳରେ ବିଭିନ୍ନ ସମୟରେ ଅନୀୟମିତତା ନେଇ ଅଭିଯୋଗ ମଧ୍ୟ ହେଉଥିଲା ।

ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଆଜି OJEE ଆଫେକ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମେ ପ୍ରଥମ ସପ୍ତାହରେ ଏହି ଟେଷ୍ଟ ହେବ ।

Coin Marketplace

STEEM 0.05
TRX 0.32
JST 0.082
BTC 65557.17
ETH 1788.16
USDT 1.00
SBD 0.42