ୟୁପି ର ପୋଲିସ ମହାନିର୍ଦ୍ଦେଶକ ଅଭିସୂଚନା ଭାବେ ନିଯୁକ୍ତି ହେଲେ ଦେବେନ୍ଦ୍ର ସିଂହ ଚୌହାନ

in #steempress5 years ago


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେବେନ୍ଦ୍ର ସିଂହ ଚୌହାନଙ୍କୁ ଉତ୍ତରପ୍ରଦେଶର ମହାନିର୍ଦ୍ଦେଶକ ଅଭିସୂଚନା ଭାବେ ନିଯୁକ୍ତି ଦିଆଯାଇଛି । ସେ ନିକଟରେ କେନ୍ଦ୍ରୀୟ ପ୍ରତିନିଯୁକ୍ତି ରୁ ୟୁପି କ୍ୟାରଡରକଚ ଫେରିଛନ୍ତି ।୧୯୮୮ ବ୍ୟାଚ୍ ର ଡିଜି ର୍ୟାଙ୍କ ଅଫିସର ହେଉଛନ୍ତି ଚୌହାନ । ସେହିପରି ଅନ୍ୟ ଦୁଇ ଆଇପିଏସ ଅଧିକାରୀଙ୍କୁ ବି ଅଦଳ ବଦଳ କରାଯାଇଛି ।

ଉତ୍ତରପ୍ରଦେଶ ସରକାରଙ୍କ ଆଇପିଏସ ଅଫିସର ଦେବେନ୍ଦ୍ର ସିଂ ଚୌହାନଙ୍କୁ କେନ୍ଦ୍ରରୁ ଫେରିବା ପାଇଁ କୁହାଯାଇଥିଲା । କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ରେ ମହାନିରିକ୍ଷକ(ଆଇଜି) ପଦରେ ରହିଥିଲେ । ଉତ୍ତରପ୍ରଦେଶ ସରକାରଙ୍କ ଦାବିରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଚୌହାନଙ୍କୁ ତାଙ୍କ ମୂଳ କ୍ୟାଡରକୁ ପଠାଇବା ପାଇଁ ସ୍ୱୀକୃତି ଦେଇଥିଲେ ।

Coin Marketplace

STEEM 0.20
TRX 0.15
JST 0.029
BTC 65292.16
ETH 2651.21
USDT 1.00
SBD 2.85